ଓଡ଼ିଆ ଭାଷାର ଡିଜିଟାଲ୍ ଅଭିଯାନ

ରାଜ୍ୟସ୍ତରୀୟ ଓଡ଼ିଆ ଟାଇପିଂ ପ୍ରଶିକ୍ଷଣ

ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ (OVA)
ଦ୍ୱାରା ଉପସ୍ଥାପିତ ।

ପ୍ରଧାନମନ୍ତ୍ରୀ
ଶ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ
ମୁଖ୍ୟମନ୍ତ୍ରୀ
ଶ୍ରୀ ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ

ଆମ ବିଷୟରେ

ବର୍ତ୍ତମାନର ଆଧୁନିକ ଜ୍ଞାନକୌଶଳ ଯୁଗରେ ମାନବ ସମାଜର ପ୍ରାୟ ସମସ୍ତ କାର୍ଯ୍ୟକଳାପ ଡିଜିଟାଲ ମାଧ୍ୟମ ଉପରେ ନିର୍ଭରଶୀଳ ହେବାକୁ ଲାଗିଛି। ଏହି ପରିବର୍ତ୍ତନଶୀଳ ସମୟରେ ଦୁଃଖଦ ବିଷୟ ଯେ, ଆଜିର ସମାଜ ନିଜ ମାତୃଭାଷା ଓଡ଼ିଆକୁ ଅଣଦେଖା କରି ଅନ୍ୟ ଭାଷାରେ କଥାବାର୍ତ୍ତା ଓ କାର୍ଯ୍ୟ ସମ୍ପାଦନ କରୁଛି। ଫଳସ୍ୱରୂପ, ଡିଜିଟାଲ କ୍ଷେତ୍ରରେ ଓଡ଼ିଆ ଭାଷା ପଛରେ ପଡ଼ିଯାଇଛି।

ଓଡ଼ିଆ ଭାଷାର ସୁରକ୍ଷା, ଓଡ଼ିଆ ଭାଷାର ସୁରକ୍ଷା, ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଆ ଟାଇପିଂ ପ୍ରଶିକ୍ଷଣ ଏକ ଅତ୍ୟନ୍ତ ଆବଶ୍ୟକ ଓ ସମୟୋପଯୋଗୀ ପଦକ୍ଷେପ। ସରକାରୀ, ବେସରକାରୀ ଓ ଶିକ୍ଷାନୁଷ୍ଠାନ ସମ୍ପର୍କିତ ଅଧିକାଂଶ କାର୍ଯ୍ୟ କମ୍ପ୍ୟୁଟର, ମୋବାଇଲ୍ ଓ ଇଣ୍ଟରନେଟ୍ ମାଧ୍ୟମରେ ସଂପନ୍ନ ହେଉଛି।

ଏପରି ପରିସ୍ଥିତିରେ ଯଦି ଓଡ଼ିଆ ଭାଷାକୁ ଡିଜିଟାଲ ମାଧ୍ୟମରେ ସକ୍ଷମ ଭାବେ ବ୍ୟବହାର କରାଯାଇନପାରେ, ତେବେ ଏହାର ବ୍ୟବହାର ଧୀରେଧୀରେ କମିଯିବାର ଗୁରୁତର ସମ୍ଭାବନା ରହିଛି। ଏହି ପ୍ରଶିକ୍ଷଣ ମାଧ୍ୟମରେ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ଯୁବକ-ଯୁବତୀ, ଶିକ୍ଷକ, ଲେଖକ ଏବଂ ସାଧାରଣ ଜନତା କମ୍ପ୍ୟୁଟର, ମୋବାଇଲ ଓ ଅନ୍ୟାନ୍ୟ ଡିଜିଟାଲ୍ ଉପକରଣରେ ସହଜଭାବେ ଓଡ଼ିଆ ଭାଷାରେ ଲେଖିବା ଓ କାର୍ଯ୍ୟ କରିବାରେ ସକ୍ଷମ ହେବେ।

ପ୍ରଶିକ୍ଷଣ ଗୋଷ୍ଠୀ

ଲେଖଓଡ଼ିଆ ଓଡ଼ିଆ ଟାଇପିଂ ସମସ୍ତଙ୍କ ପାଇଁ

1
🧑‍🎓
ଛାତ୍ରଛାତ୍ରୀ

(ବିଦ୍ୟାଳୟ / ବିଶ୍ୱବିଦ୍ୟାଳୟ)

2
👩‍🏫
ଶିକ୍ଷକ ଓ ଶିକ୍ଷୟିତ୍ରୀ

ସମସ୍ତ ଶିକ୍ଷା ସଂସ୍ଥାରୁ

3
🏛️
ସରକାରୀ କର୍ମଚାରୀ

(କାର୍ଯ୍ୟରତ / ଅବସରପ୍ରାପ୍ତ)

4
👩‍👩‍👧‍👦
ମହିଳା / ସ୍ୱୟଂ ସହାୟକ ଗୋଷ୍ଠୀ

ସଶକ୍ତିକରଣ ପାଇଁ

5
💼
ନିଯୁକ୍ତି ଆଶାୟୀ ଯୁବଗୋଷ୍ଠୀ

ଭବିଷ୍ୟତର ଉନ୍ନତି ପାଇଁ

6
👴
ସାଧାରଣ / ବରିଷ୍ଠ ନାଗରିକ

ସମସ୍ତ ବୟସ ବର୍ଗ

ସୋପାନ

ଆଧୁନିକ ଓଡ଼ିଆ ଟାଇପିଂ ସମାଧାନ

04

ସୋପାନ - ୦୪

ରଚନା ଲିଖନ ଓ ଶେଷ ଫଳାଫଳ

03

ସୋପାନ - ୦୩

କାର୍ଯ୍ୟମୂଳକ ଓଡ଼ିଆ ଟାଇପିଂ

02

ସୋପାନ - ୦୨

ଶବ୍ଦ ଏବଂ ବାକ୍ୟ ଟାଇପିଂ

01

ସୋପାନ - ୦୧

ଓଡ଼ିଆ ଟାଇପିଂର ମୂଳଦୁଆ

ଆମର ଲକ୍ଷ୍ୟ

ଓଡ଼ିଆ ଟାଇପିଂ ଲେଖଓଡ଼ିଆର ସଫଳତା

0+
ସକ୍ରିୟ ବ୍ୟବହାରକାରୀ
0+
ଅଭ୍ୟାସ ପାଠ
0%
ସଫଳତା ହାର